ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ ଏହି ଭିଡିଓରେ ଉନ୍ନତ ମାନର ଚାଷ ପାଇଁ ଜମିର ଗୁଣବତ୍ତା ପରୀକ୍ଷା କରିବା ଜରୁରୀ । ସେଥିପାଇଁ ଜମିରୁ ମାଟିର ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରାଇଲେ ଫଳାଫଳ ଅନୁଯାୟୀ ମାଟିରେ ଉପଯୁକ୍ତ ଉର୍ବରକ ଇତ୍ୟାଦି ମିଶାଇ ଜମିର ମାନ ବୃଦ୍ଧି କରାଗଲେ ଚାଷର ମାନ ଉନ୍ନତ ହୋଇଥାଏ । ଏହି ଭିଡିଓ ରେ ଜମିରୁ ମୃତ୍ତିକା ସଂଗ୍ରହ ପ୍ରଣାଳୀ ବିଷୟରେ ବୁଝାଯାଇଛି । ଜୈବିକ ପଦ୍ଧତିରେ ୟୁରିଆ ପ୍ରସ୍ତୁତି ପ୍ରଣାଳୀ ୟୁରିଆ ସାର ବ୍ୟବହାର କଲେ ଉନ୍ନତ ମାନର ପରିବା ଚାଷ କରାଯାଇପାରେ । ଏଥିରେ ଜୈବିକ ଉପାୟରେ କିପରି ୟୁରିଆ ପ୍ରସ୍ତୁତ କରି ହେବ ତାର ପ୍ରଣାଳୀ ଦିଆଯାଇଛି । ଜୀବାମୃତ ପ୍ରସ୍ତୁତି ପ୍ରଣାଳୀ ଜୀବାମୃତ ଦ୍ଵାରା ଉନ୍ନତ ମାନର ପରିବା ଚାଷ କରାଯାଏ । ଏହାର ପ୍ରସ୍ତୁତି ପ୍ରଣାଳୀ ଏହି ଭିଡିଓରେ ଦିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶ ଏଥିରେ ମୃତ୍ତିକା ନମୁନା ସଂଗ୍ରହ ବିଷୟରେ ଜଣେ କୃଷି ବିଶେଷଜ୍ଞଙ୍କ ମତାମତ ଦିଆଯାଇଛି । ଏହି ଭିଡିଓରେ ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ ଆଲୋଚନା କରାଯାଇଛି। ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ ସମ୍ବନ୍ଧୀୟ ବିଷୟବସ୍ତୁ Watch video on ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ ଆଧାର : ପୋଟାଲ ଟିମ