ସର୍ବନିମ୍ନ ସହାୟକ ଦର (ଏମଏସପି) ହେଉଛି ଭାରତ ସରକାରଙ୍କର ଏପରି ଏକ ହସ୍ତକ୍ଷେପ ଯ଼ାହା ଜରିଆରେ କୃଷିଜାତ ଦ୍ରବ୍ୟର ଦର କମିବା ବିରୁଦ୍ଧରେ ଚାଷ ଉତ୍ପାଦକ ମାନଙ୍କୁ ସୁନିଶ୍ଚିତ କରାଯ଼ାଇଥାଏ . ଏଗ୍ରିକଲଚରାଲ କଷ୍ଟ ଏଣ୍ଡ ପ୍ରାଇସେସ ସମ୍ପର୍କିତ କମିଶନର ସୁପାରିଶ ଆଧାରରେ କେତେକ କୃଷି ଉତ୍ପାଦର ମୁଲ୍ୟ ଚାଷ ସମଯ ପୂର୍ବରୁ ଭାରତ ସରକାର ଘୋଷଣା କରିଥାନ୍ତି . ଅତି ମାତ୍ରାରେ ଉତ୍ପାଦନ ହେଲେ କୃଷି ଉତ୍ପାଦର ମୁଲ୍ୟ କମ ହୋଇଯ଼ିବାର ସମ୍ଭାବନା ଥିବାରୁ ସେଥିରୁ ଚାଷୀ ମାନଙ୍କୁ ରକ୍ଷା କରିବା ପାଇଁ ଏମଏସପି ନିର୍ଧାରଣ କରାଯ଼ାଇଥାଏ. ସର୍ବନିମ୍ନ ସହାୟକ ଦର (ଏମଏସପି) ହେଉଛି ସରକାରଙ୍କ ପକ୍ଷରୁ ସେମାନଙ୍କର କୃଷି ଉତ୍ପାଦର ସର୍ବନିମ୍ନ ମୁଲ୍ୟର ଗ୍ୟlରେଣ୍ଟିମୁଲ୍ୟ.ସାର୍ବଜନୀନ ବିତରଣ ପ୍ରଣାଳୀ ପାଇଁ ଶସ୍ୟ ଖାଦ୍ୟକିଣିବା ଓ ଚାଷୀ ମାନଙ୍କୁ ଅଭାବୀ ବିକ୍ରୀରୁ ରକ୍ଷା କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ. କୌଣସି ଉତ୍ପାଦର ମୁଲ୍ୟ ଯ଼ଦି ବହୁଳ ଉତ୍ପାଦନ କାରଣରୁ କମି ଗଲା ତେବେ ସରକାରୀ ଏଜେନ୍ସୀ ମାନେ ଚାଷୀ ମାନଙ୍କର ସମ୍ପୂର୍ଣ ଉତ୍ପାଦକୁ ଘୋଷିତ ମୁଲ୍ୟ .ରେ କ୍ରୟ କରିଥାନ୍ତି. ଏମଏସପିର ଐତିହାସିକ ଦୃଷ୍ଟିକୋଣ ସରକାରଙ୍କର ମୁଲ୍ୟ. ସହାଯକା ନୀତିର ଉଦ୍ଦେଶ୍ୟ ଫସଲର ମୁଲ୍ୟ ଖୁବ କମିଲା ବେଳେ ଚାଷୀ ମାନଙ୍କୁ ସେମାନଙ୍କର ମୁଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ସର୍ବନିମ୍ନ ଗାରଣ୍ଟି ମୁଲ୍ୟ ନିର୍ଧାରିତ କରାଯ଼ାଇଥାଏ. ସର୍ବନିମ୍ନ ଗ୍ଯାରଣ୍ଟି ମୁଲ୍ୟ ନିର୍ଧାରିତ କରି ସୁନିଶ୍ଚିତ କରାଯ଼ାଏ ଯ଼େ ବଜାର ଦର ତା ଠାରୁ ତଳକୁ ଯ଼ିବ ନାହିଁ 1970 ମସିହା ପର୍ଯ଼ନ୍ତ ସରକାର ଦୁଇ ପ୍ରକାର ମୁଲ୍ୟ ଘୋଷଣା କରୁଥିଲେ : ସର୍ବନିମ୍ନ ସହାଯକ ମୁଲ୍ୟ(ଏମଏସପି) ଖରିଦ ମୁଲ୍ୟ ଏମଏସପି ଫ୍ଲୋର ମୁଲ୍ୟ ଭାବେ କାମ କରେ ତଥା ଚାଷୀ ମାନଙ୍କର ଦୀର୍ଘକାଳୀନ ନିବେଶ ଯ଼ୋଜନାରେ, ଖୁବ ଅଧିକ ଉତ୍ପାଦନ ହେଲେ ସୁଦ୍ଧା ଯ଼େପରି ଉକ୍ତ ସହାଯକ ମୁଲ୍ୟ ଠାରୁ ସେମାନଙ୍କର ଉତ୍ପାଦର ମୁଲ୍ୟ ବଜାରରେ କମ ନ ହେବାକୁ ସୁନିଶ୍ଚିତ କରିବାକୁ ଯ଼ାଇ ଏହାକୁ ସରକାର ନିର୍ଧାରିତ କରିଥାନ୍ତି . ଖରିଦ ମୂଲ୍ଯ ହେଉଛି ସେହି ମୁଲ୍ୟ ଯ଼େଉଁଥିରେ ସରକାର ସରକାରୀ ଏଜେନ୍ସୀ (ଏଫସିଆଇ) ଭଳି ସାର୍ବଜନୀନ ବିତରଣ ପ୍ରଣାଳୀରେ ବିତରଣ ପାଇଁ ସରକାର ଚାଷୀଙ୍କ ଠାରୁ ରବି ଓ ଖରିଫ ଫସଲ ପାଇଁ କିଣାଯ଼ାଇଥାଏ. ଚାଷ ଆରମ୍ଭ ହେବା ମାତ୍ରେ ଏହାର ଘୋଷଣା କରାଯ଼ାଉଥିଲା. ସାଧାରଣ ଭାବେ ଖରିଦ ମୁଲ୍ୟ ବଜାର ମୁଲ୍ୟ ଠାରୁ କମ ଥିବା ବେଳେ ସର୍ବନିମ୍ନ ସହାଯକ ମୁଲ୍ୟ ଠାରୁ ଅଧିକ ହୋଇଥାଏ. 1973-74 ପର୍ଯ଼ନ୍ତ ଚାଷୀ ମାନଙ୍କନ ଠାରୁ ସେମାନଙ୍କ ଖାଦ୍ୟ ଶସ୍ୟ କିଣିବା ପାଇଁ ଦୁଇ ପ୍ରକାର ମୁଲ୍ୟ ଘୋଷଣା କରାଯ଼ାଉଥିଲା ଗହମ କ୍ଷେତ୍ରରେ ଏହା 1969 ମସିହାରେ ବନ୍ଦ ହୋଇ ଯ଼ାଇଥିଲା ଓ 1974-75 ମସିହାରେ ଗୋଟିଏ ବର୍ଷ ପାଇଁ ଏହା ପୁଣି ଲାଗୁ ହେଲା ସର୍ବନିମ୍ନ ସହାଯକ ମୁଲ୍ୟ କୁ ବଢାଇବାକୁ ବାରମ୍ବାର ଦାବି ହେଲା . 1975- 76ରେ ବର୍ତମାନ ପ୍ରଣାଳୀକୁ ପ୍ରସ୍ତୁତ କରାଗଲା . ଏଥିରେ ପ୍ୟାଡି(ଏବଂ ଅନ୍ୟ ଖରିଫ ଫସଲ) ପାଇଁ ଗୋଟିଏ ମୁଲ୍ୟ ୋଷଣା କରାଯ଼ିବାରୁ ସ୍ଥିର କରାଗଲା . ଏମଏସପିର ନିର୍ଧାରଣ ସର୍ବନିମ୍ନ ସହାୟକା ମୁଲ୍ୟ ଓ ଅନ୍ୟ ଅଣ ମୁଲ୍ୟ ପଦକ୍ଷେପ ସମ୍ପର୍କରେ ସୁପାରିଶ ତିଆରି କରିବା ବେଳେ ଅର୍ଥନୀତିର ସମସ୍ତ ଢାଞ୍ଚା ଓ ଏକ ନିଶ୍ଚିତ ଉତ୍ପାଦ ବା ଉତ୍ପାଦର ସମୁହ ଉପରେ ବିସ୍ତୃତ ଦୃଷ୍ଟି ପକାଇବା ସହ ନିମ୍ନ ଲିଖିତ କାରକ ଉପରେଧ୍ଯା ମଧ୍ୟ ଧ୍ୟାନ ଦିଆଯାଇଥାଏ :- ଉତ୍ପାଦନ ମୁଲ୍ୟ ଇନପୁଟ ମୁଲ୍ୟରେ ପରିବର୍ତନ ଇନପୁଟ ଆଉଟ ମୁଲ୍ୟରେ ଅନ୍ତର ବଜାର ଦରର ଟ୍ରେଣ୍ଡ ଚାହିଦା ଏବଂ ଯ଼ୋଗାଣ ବିଭିନ୍ନ ଶସ୍ୟ ମଧ୍ୟ ରେ ଥିବା ମୁଲ୍ୟରେ ପ୍ରଭେଦ ଶିଳ୍ପ ମୁଲ୍ୟ ଢାଞ୍ଚା ଉପରେ ପ୍ରଭାବ ଜୀବନ ଧାରଣର ମୁଲ୍ୟ ଉପରେ ପ୍ରଭାବ ସାଧାରଣ ମୁଲ୍ୟ ସ୍ତର ଉପରେ ପ୍ରଭାବ ଚାଷୀ ମାନଙ୍କୁ ଆନ୍ତର୍ଜାତିକ ମୁଲ୍ୟ ସ୍ଥିତି ଦିଆଯ଼ାଇଥିବା ଏବଂ ଚାଷୀ ମାନେ ପାଇଥିବା ମୁଲ୍ୟ ମଧ୍ୟରେ ପ୍ରଭେଦ . ପ୍ରସଙ୍ଗ ମୁଲ୍ୟ ଓ ସବସିଡି ଉପରେ ପ୍ରଭାବ କମିଶନ ଉଭୟ ମାଇକ୍ରୋ ସ୍ତରର ତଥ୍ୟ ତଥା ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରର ତଥ୍ଯକୁ ସଙ୍କଳିତ କରି ବ୍ୟବହାର କରିଥାଏ. କମିଶନ ଯେଉଁ ତଥ୍ୟ ବା ସୂଚନା ବ୍ୟବହାର କରିଥାଏ ସେଗୁଡି ମଧ୍ୟରେ :- ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତି ହେକ୍ଟର ଚାଷର ମୁଲ୍ୟ., ମୁଲ୍ୟର ସଂରଚନା ଏବଂ ଏଥିରେ ହେଉଥିବା ପରିବର୍ତନ ; ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତି କ୍ବିଣ୍ଟାଲ ଉତ୍ପାଦନ ମୁଲ୍ୟ ତଥା ଏଥିରେ ହେଉଥିବା ପରିବର୍ତନ ; ବିଭିନ୍ନ ଇନପୁଟର ମୁଲ୍ୟ ଓ ଏ ଏଥିରେ ହେଉଥିବା ପରିବର୍ତନ ; ବିଭିନ୍ନ ଉତ୍ପାଦର ବଜାର ମୁଲ୍ୟ ଓ ଏଥିରେ ହେଉଥିବା ପରିବର୍ତନ ; ଚାଷୀ ମାନଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀର ବିକ୍ରୀ ମୁଲ୍ୟ ଓ ସେମାନେ କିଣୁଥିବା ମୁଲ୍ୟ ଏହଂ ଏଥିରେ ହେଉଥିବା ପରିବର୍ତନ; ଯ଼ୋଗାଣ ସମ୍ବନ୍ଧିତ ସୂଚନା - କ୍ଷେତ୍ର, ଫସଲ, ଏବଂ ଉତ୍ପାଦନ, ଆମଦାନୀ, ରପ୍ତାନୀ, , ଘରୋଅ ଉପଲବ୍ଧତା, ସରକାରୀ ଏଜେନ୍ସୀ ଓ ଶିଳ୍ପ ନିକଟରେ ଷ୍ଟକ ; ଚାହିଦା ସମ୍ପର୍କିତ ସୂଚନା ସମଗ୍ର ଓ ପ୍ରତି ବ୍ୟକ୍ତି ବ୍ୟବହାର, ପ୍ରକ୍ରିୟlରଣ ଶିଳ୍ପର ସାମର୍ଥ ଓ ଟ୍ରେଣ୍ଡ ; ଆନ୍ତର୍ଜାତିକ ବଜାରରେ ମୁଲ୍ୟ ଏଥିରେ ହେଉଥିବା ପରିବର୍ତନ, ବିଶ୍ବ ବଜାରରେ ଚାହିଦା, ଯ଼ୋଗାଣର ସ୍ଥିତି ; ଫାର୍ମ ଉତ୍ପାଦ ଗୁଡିକର ଡେରିଭେଟିଭର ମୁଲ୍ୟ, ଯ଼େପରି ଚିନି, ଝୋଟ ଉତ୍ପାଦ, ଏଡିବଲ ଏବଂ ଅଣ ଏଡିବଲ ତେଲ, କଟନ ୟାର୍ନ ଏବଂ ଏଥିରେ ହେଉଥିବା ପରିବର୍ତନ; କୃଷି ଉତ୍ପାଦ ଗୁଡିକର ପ୍ରକ୍ରିଯାକରଣର ମୁଲ୍ୟ ଏବଂ ଏଥିରେ ହେଉଥିବା ପରିବର୍ତନ; ବିପଣନର ମୁଲ୍ୟ – ଷ୍ଟୋରେଜ, ପରିବହନ, ପ୍ରକ୍ରିଯାକରଣ, ମାର୍କେଟିଂ ସେବା କର ବା ଶୁଳ୍କ ଏବଂ ବଜାର କର୍ମଚାରୀଙ୍କ ଦ୍ବାରା ରଖା ଯ଼ାଉଥିବା ମାର୍ଜିନ; ସାଧାରଣ ସ୍ତରର ମୁଲ୍ୟ, କଂଜୁମର ପ୍ରାଇସ ଇଣ୍ଡିସେସ ଏବଂ ଆର୍ଥିକ କାରକ ଗୁଡିକୁ ପ୍ରୋତ୍ସାହିତ କରୁଥିବା ମାକ୍ରୋ ଆର୍ଥିକ ଭେରିଏବଲ . ସ୍ରୋତ :ଚାଷୀ ପୋର୍ଟାଲ ଏମଏସପି ଘୋଷଣା କରାଯ଼ାଉଥିବା ଶସ୍ୟ ସର୍ବନିମ୍ନ ସହାୟକ ମୁଲ୍ୟ ବର୍ତମାନ 25ଟି ଉତ୍ପାଦ ପାଇଁ ଘୋଷଣା କରାଯ଼ାଉଛି . ସେଗୁଡିକ ହେଲା . ସିରେଲ୍ସ (7) -ଧାନ, ଗହମ, ବାର୍ଲି, ଜବାର, ବାଜରା, ମାଇଜ, ଏବଂ ରାଗି ଡାଲି ଜାତୀୟ (5) -ଗ୍ରାମ, ହରଡ, ତୁର, ମୁଗ, ଉରଡ, ଲେଣ୍ଟିଲ ତୈଳବୀଜ (8) - ବାଦାମ, ରେପସିଡ/ ସୋରିଷ, ତୋରିଆ, ସୋଯାବିନ, ସୂର୍ଯ୍ୟମୁଖୀ ବିହନ, ସେସାମମ, କୁସୁମ ବିହନ ଓ ନାଇଜରସିଡ କୋପରା ର କପା ର ଝୋଟ ଆଖୁ ଭିର୍ଜିନିଆ ଫ୍ଲୁ କ୍ଯୁଅର୍ଡ (ଭିଏଫସି) ଟବାକୋ ସର୍ବ ନିମ୍ନ ସହାୟକ ମୁଲ୍ୟ. 2014-15 ପାଇଁ ସାମଗ୍ରୀ ପ୍ରକାର ଏମଏସପି 2013-14 (ପ୍ରତି କ୍ବିଣ୍ଚାଲ) ଏମଏସପି 2014-15 (Rs (ପ୍ରତି କ୍ବିଣ୍ଚାଲ) ପୂର୍ବବର୍ତୀ ବର୍ଷତୁଳନାରେ ବୃଦ୍ଧି (ଟଙ୍କା ପ୍ରତି କ୍ବିଣ୍ଚାଲ) ଖରିଫ ଫସଲ ଧାନ ସାଧାରଣ 1310 1360 50 ଗ୍ରେଡ ଏ' 1345 1400 55 ଜବାର r ହାଇବ୍ରିଡ 1500 1530 30 ମାଲଦଣ୍ଡି 1520 1550 30 ବାଜରା 1250 1250 - ମାଇଜା 1310 1310 - ରାଗି 1500 1550 50 ହରଡ (ଟୁର) 4300 4350 50 ମୁଗ 4500 4600 100 ଉରଡ 4300 4350 50 କପା Cotton ମିଡିଯମ ଷ୍ଟାପଲ * 3700 3750 50 ଲଙ୍ଗ ଷ୍ଟାପଲ ** 4000 4050 50 ବାଦାମ 4000 4000 - ସୂର୍ଯ଼ମୁଖୀ ବିହନ 3700 3750 50 ସୋଯାବିନ କଳା 2500 2500 - ହଳଦିଆ 2560 2560 - ସେସାମମ - 4500 4600 100 ନାଇଜର ସିଡ - 3500 3600 100 ରବି ଫସଲ ( 2015-16ରେ ମାର୍କେଟିଂ କରାଯ଼ିବ ) ଗହମ 1400 1450 50 ବାର୍ଲି 1100 1150 50 ଗ୍ରାମ 3100 3175 75 ମସୁର (ଲେଣ୍ଟିଲ) 2950 3075 125 ରେପସିଡ/ ସୋରିଷ 3050 3100 50 Safflower 3000 3050 50 ଅନ୍ୟ ଶସ୍ୟ କୋପରା ମିଲିଂ 5250 5550 - ବଲ 5500 5830 - ଡି ହସ୍କ ନଡିଆ 1425 1425 - ଝୋଟ 2300 2400 100 ଆଖୁ 210 220 10 $ ସର୍ବ ନିମ୍ନ ସହାୟକ ମୁଲ୍ୟ ଉପରେ ପ୍ରତି କ୍ବିଣ୍ଟାଲ ଅତିରିକ୍ତ 50ଟଙ୍କାର ବୋନସ ମିଳିବ * 24.5 -25.5 ର ଷ୍ଟେପଲ ଲେଂଗଥ (ଏମଏମ) ଏବଂ 4.3 ରୁ -5.1ର ମାଇକ୍ରୋନେଆର ମୁଲ୍ୟ. ** 29.5 -30.5 ର ଷ୍ଟେପଲ ଲେଂଗଥ (ଏମଏମ) ଏବଂ 3.5 -4.3 ର ମାଇକ୍ରୋନେଆର ମୁଲ୍ୟ ଫସଲ କାଟିବା ସମଯର ଦୁଇ ମାସ ପର୍ଯ୍ୟନ୍ତ ପ୍ରତି କ୍ବିଣ୍ଚାଲ ଟୁର, ଉରଦ ଏବଂ ମୁଗକୁ କିଣିବା ଏଜେନ୍ସିକୁ ବିକ୍ରି କଲା ବେଳେ ପ୍ରତି କ୍ବିଣ୍ଟାର 5 ଶହ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯ଼ାଇଥାଏ . $ 2015 – 16ରେ ବର୍ଷରେ ଚିନି ମିଲ ମାନଙ୍କୁ ସଠିକ ଏବଂ ପାରିଶ୍ରମିକ ମୁଲ୍ୟ ପ୍ରଦାନ କରିବାକୁ 230 ଟଙ୍କା ପ୍ରତି କ୍ବିଣ୍ଟାଲ ନିର୍ଧାରିତ କରାଯ଼ାଇଛି ମୌଳିକ ରିକଭରି ରେଟ 9.5 ପ୍ରତିଶତ ସହ ଏହାକୁ ଯ଼ୋଡା ଯ଼ାଇଛି ଓ ସେହି ସ୍ତର ଠାରୁ 0.1 ପ୍ରତିଶତବୃଦ୍ଧି ହେଲେ ପ୍ରତି କ୍ବିଣ୍ଚାଲ 2.42 ଟଙ୍କା ପ୍ରିମିୟମ ରହିବ ସମ୍ପର୍କିତ ସମ୍ବଳ ସିଏସିପି ଦ୍ବାରା ସୁପାରିଶ କରାଯ଼ାଇଥିବା ଓ ସରକାରଙ୍କ ଦ୍ବାରା ନିର୍ଧାରିତ କରାଯ଼ାଇଥିବା ସର୍ବନିମ୍ନ ସହାଯକ ମୂଲ୍ଯ 2007-08ରୁ