ବିହନ ଉପଚାରର ଲାଭ ମାଟି ଓ ବିହନର ରୋଗଜନକ କୀଟ ବିରୁଦ୍ଧରେ ଅଙ୍କୁରିତ ହେଉଥିବା ବିହନ ତଥା ଅଙ୍କୁର ଗୁଡିକୁ ରକ୍ଷା କରିଥାଏ । ବିହନ ଅଙ୍କୁରଣରେ ବୃଦ୍ଧି । ପ୍ରାରମ୍ଭିକ ଓ ସମାନ ଭାବେ ଠିଆ ହେବା ଓ ବିକାଶ ଲେଗୁମ ଫସଲରେ ନୋଡୟୁଲେସନ ବଢାଇବା । ମାଟି ଓ ପତ୍ରର ପ୍ରୟୋଗ ଠାରୁ ଭଲ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସମାନ ଫସଲ ( ଉଚ୍ଚ/ କମ ଆର୍ଦ୍ରତା ) । ବିହନ ଉପଚାରର ପ୍ରକ୍ରିୟା ବିହନ ଉପଚାର ଏକ ଶବ୍ଦ ଯାହା ଉତ୍ପାଦ ଓ ପ୍ରକ୍ରିୟା ଉଭୟଙ୍କର ବର୍ଣ୍ଣନା କରିଥାଏ । ବିହନ ଉପଚାର ନିମ୍ନ ମଧ୍ୟ କୌଣସି ଗୋଟିଏ ପ୍ରକାରରେ କରାଯାଇପାରେ । ବିହନ ଡ୍ରେସିଂ: ବିହନ ଉପଚାରର ଏହା ସବୁଠାରୁ ସାଧାରଣ ପ୍ରକ୍ରିୟା ଅଟେ ବିହନ ବା ଏକ ଶୁଖିଲା ମିଶ୍ରଣ ବା ଲୁଗଦି ବା ତରଳ ମିଶ୍ରଣ ରେ ଓଦା ଭାବେ ଉପଚାରିତ କରାଯାଇଥାଏ । ଡ୍ରେସିଂ ବିଲ ଓ ଶିଳ୍ପ ଉଭୟରେ କରାଯାଇପାରେ କମ ଖର୍ଚ୍ଚରେ ମାଟିର ପାତ୍ରକୁ ବିହନର କୀଟନାଶକ ସହ ମିଶ୍ରଣ ପାଇଁ ବ୍ୟବହାର କରାଯାଇ ପାରେ ବା ବିହନକୁ ଏକ ପଲିଥିନ ସିଟରେ ରଖି ତା ଉପରେ ଆବଶ୍ୟକ ମାତ୍ରାରେ ରସାୟନ ଛିଞ୍ଚି ଚାଷୀଙ୍କୁ ଦ୍ଵାରା ଯାନ୍ତ୍ରିକ ଭାବେ ମିଶାଯାଇପାରେ । ବିହନ କୋଟିଂ (ଲେପ) : ବିହନ ଉପରେ ଠିକ ଭାବେ ଲାଗିବା ପାଇଁ ମିଶ୍ରଣ ସହିତ ଏକ ବିଶେଷ ବାଇଣ୍ଡରର ବ୍ୟବହାର କରାଯାଏ ଲେପନ ପାଇଁ ଉଦ୍ୟୋଗ ଦ୍ଵାରା ଉନ୍ନତ ଉପଚାର ବୈଷୟିକ ଜ୍ଞାନର ଆବଶ୍ୟକ ମାତ୍ରା ରହିଥାଏ । ବିହନ ପେଲେଟିଂ: ଏହା ସର୍ବାଧିକ ପୁରଷ୍କୃତ ବିହନ ଉପଚାର ଟେକ୍ନୋଲଜି ଅଟେ ଯାହା ଫଳରେ ବିହନର ପେଲେଟେବିଲିଟି ତଥା ହେଣ୍ଡଲିଂ ଭଲ ଭାବରେ କରିବା ପାଇଁ ବିହନର ଶାରୀରିକ ଆକାରକୁ ବଦଳାଯାଇଥାଏ । ପେଲେଟିଂ ପାଇଁ ବିଶେଷ ପ୍ରୟୋଗ ମେସିନାରୀ ଓ ଟେକ୍ନି କର ଆବଶ୍ୟକ ମାତ୍ରା ରହିଥାଏ ଓ ଏହା ସବୁଠାରୁ ଅଧିକ ଦାମି ପ୍ରୟୋଗ ଅଟେ । ଫସଲ ପାଇଁ ବିହନ ଉପଚାରର ସୁପାରିଶ ଶସ୍ୟ କୀଟ/ରୋଗ ବିହନ ଉପଚାର ମନ୍ତବ୍ୟ ଆଖୁ ରୁଟ, ରଟ, ବିଲ୍ଟ କାର୍ବେଣ୍ଡିଜିମ(0.1%) 2/କେଜି ବିହନ ଟ୍ରାଇକୋଡର୍ମା ଅନୁପୂରକ 4-6 ଗ୍ରା କେଜି ବିହନ ବିହନ ଡ୍ରେସିଂ ପାଇଁ ମେଟାଲ ସିଡ ଡ୍ରେସର / ମାଟି ପାତ୍ର . ଚାଉଳ ରୁଟ ରଟ ରୋଗ ଟ୍ରାଇକୋଡର୍ମା 5-10 ଗ୍ରା/କେଜି ବିହନ (ପ୍ରତ୍ୟରୋପଣ ପୂର୍ବରୁ) -do- ଅନ୍ୟ କୀଟ ଜୀବ କ୍ଲୋରୋପାଇରିଫୋସ 3 ଗ୍ରା/କେଜି ବିହନ.. ବ୍ୟକ୍ଟେରିଆଲ ସିଦ ବ୍ଲାଇଟ ସଯୁଡୋମନାସ ଫ୍ଲୋରୋସେନ୍ସ 0.5% ଡବଲୁ ପି 10 ଗ୍ରାମ /କେଜି .. ରୁଟ ନୋଟ ନେମାଟୋଡ ମନୋକ୍ରିପ୍ଟୋଫସର 0.2% ଘୋଳରେ 6 ଘଣ୍ଟା ପାଇଁ ବିହନକୁ ଶୋଷିବା ଉପରିସ୍ଥ ସହ ସମାନ ବ୍ହାଇଟ ଟିପ ନେମାଟୋଡ ମନୋକ୍ରିପ୍ଟୋଫସର 0.2% ଘୋଳରେ ବିହନକୁ ଶୋଷିବା -do- ମରିଚ ଏନ୍ଥ୍ରୋକ୍ନୋଜ ଅପ ଡେମ୍ପିଂ ଅପ ଟ୍ରାଇକଡର୍ମା ଭିରାଇଡ 4ଗ୍ରାମ/କେଜି କାର୍ବଡାଜିମ 1ଗ୍ରା/100 ଗ୍ରା ବିହନ ଦରରେ ବିହନ ଉପଚାର - ଉପରିସ୍ଥ ସହ ସମାନ - ମାଟିରେ ଉପସ୍ଥିତି ଦ୍ଵାରା ଫୁଫୁନ୍ଦ ରୋଗରୁ ସଂକ୍ରମଣ ଟ୍ରାଇକଡର୍ମା ଭିରାଇଡ 2ଗ୍ରାମ/କେଜି କାର୍ବଡାଜିମ ବିହନ ହାରରେ ତଥା ଷ୍ଟୁଡୋମନସ ଫ୍ଲୋରେନ୍ସ 10 ଗ୍ରାମ / କିଗ୍ରା ଦରରେ କାପ୍ଟାନ 75 ଡବଲୁଏଏସ 1.5ରୁ 2.5 ଗ୍ରାମ ଏ ଆଇ ପ୍ରତି ଲିଟର ହାରରେ ମାଟିକୁ ଭିଜାଇବା ପାଇଁ । -ଉପରିସ୍ଥ ସହ ସମାନ - ଜସିଡ, ଅପହିଡ, ଥ୍ରିପ୍ସ ଇମଦେ କ୍ଲୋପ୍ରିଡ 70 ଡବଲୁଏସ 10-15 ଗ୍ରାମ ଏଆଇ /କିଗ୍ରା ବିହନ ହରଡ ବିଲ୍ଟ ବ୍ଲାଇଟ ଏବଂ ରୁଟ ରଟ ଟ୍ରାଇକୋଡୋର୍ମା ପୂରକ 4 ଗ୍ରାମ/ କିଗ୍ରା ବିହନ ବିହନର ଡ୍ରେସିଂ ପାଇଁ ଧାତୁର ବିହନ ଡ୍ରେସର / ମାଟି ପାତ୍ର ବା ପଲିଥିନ ବ୍ୟାଗ୍ ବ୍ୟବହାର କରାଯାଏ । ମଟର ରୁଟ ରଟ ଏମାନଙ୍କ ଦ୍ଵାରା ବିହନ ଉପଚାର ବେସିଲସସବଟିଲିସ ଷ୍ଟୁ଼ଡୋମନାସ ଫ୍ଲୋରୋସେ 100 କିଗ୍ରା ଏଫବାଇଏମରେ 2.5 – 5 କିଗ୍ରା ହାରରେ ମାଟିର ଅନୁ ପ୍ରୟୋଗ୍ or କାର୍ବଣ୍ଡାଜିମ ବା କେପ୍ଟେନ 2 ଗ୍ରାମ g/ କିଗ୍ରା ବିହନ - ଉପରିସ୍ଥ ସହ ସମାନ - ବହାରଟ ଥିରମ + କାର୍ବଣ୍ଡାଜିମ 2 ଗ୍ରାମ / କିଗ୍ରା ବିହନ କାର୍ବଣ୍ଡାଜିମ ବା କେପ୍ଟେନ 2 ଗ୍ରାମ / କିଗ୍ରା ବିହନ ଭେଣ୍ଡି ରୁଟ ନଟ ନେମାଟୋ଼ଡ ପେସିଲୋମେସସ ଲିଲେସିନସ ଏବଂ ଷ୍ଟୁଡୋମନସ ଫ୍ଲୋରେସେନ୍ସ 10 ଗ୍ରାମ / କିଗ୍ରା ବିହନ ଡ୍ରେସର ରୂପରେ. - ଉପରିସ୍ଥ ସହ ସମାନ - ଟମାଟୋ ମାଟିରେ ଉପସ୍ଥିତି ଦ୍ଵାରା ଫୁଫୁନ୍ଦ ରୋଗରୁ ସଂକ୍ରମଣ ଅର୍ଲି ବ୍ଲାଇଟ ଡେମ୍ପିଂ ଅଫ ବିଲ୍ଟ ଭିରାଇଡ 2 ଗ୍ରାମ/ 100 ଗ୍ରାମ ବିହନ । କେପ୍ଟେନ 75 ଡବଲୁଏସ 1.5 ରୁ 2.0 ଜି ଏ ଆଇ/ ଲିଟର ହାରରେ ମାଟିକୁ ଓଦା କରିବା ପାଇଁ। ସଯୁଡୋମନାସ ଫ୍ଲୋରୋସେନ୍ସ ଏବଂ ଭି କାଲମିଡୋସ୍ପୋରିଯମ 10 ଗ୍ରା/ କିଗ୍ରା ବିହନ ଡ୍ରେସର ରୂପରେ । ବିହନର ଡ୍ରେସିଂ ପାଇଁ ଧାତୁର ବିହନ ଡ୍ରେସର / ମାଟି ପାତ୍ର ବା ପଲିଥିନ ବ୍ୟାଗ୍ ବ୍ୟବହାର କରାଯାଏ । ଧଣିଆ ବିଲ୍ଟ ଟ୍ରାଇକୋଡର୍ମା ବିରାଇଡ 4ଗ୍ରା /କିଗ୍ରା ବିହନ . - ଉପରିସ୍ଥ ସହ ସମାନ - ବାଇଗଣ ବେକ୍ଟେରିଆଲ ବିଲ୍ଚ ସଯୁଡୋମନାସ ଫ୍ଲୋରୋସେନ୍ସ @ 10ଗ୍ରାମ / କିଗ୍ରା । - ଉପରିସ୍ଥ ସହ ସମାନ - ଫଳଦାର ପରିବା ମାଟିରେ ଉପସ୍ଥିତି ଦ୍ଵାରା ସଂକ୍ରମଣ ଟ୍ରାଇକୋଡର୍ମା ବିରାଇଡ 2ଗ୍ରା /100 ଗ୍ରାମ ବିହନ । - ଉପରିସ୍ଥ ସହ ସମାନ - ନେମାଟୋଡ କାର୍ବୋଫୁରନ/ କାର୍ବୋସଲଫନ 3% (ଡବଲୁ/ ଡବଲୁ ) ସୂର୍ଯ଼ମୁଖୀ ବିହନ ରଟ ଟ୍ରାଇକୋଡର୍ମା ବିରାଇଡ 6 ଗ୍ରା /କିଗ୍ରା ବିହନ । - ଉପରିସ୍ଥ ସହ ସମାନ - ଜସିଟ ହ୍ରାଇଟ ଫ୍ଲାଇ ଇମିଡାକ୍ଲୋର୍ପିଡ 48 ଏଫଏସ 5-9 ଗ୍ରା ଏ ଆଇ ପ୍ରତି କିଲୋ ବିହନ । ଇମିଡାକ୍ଲୋର୍ପିଡ 70 ଏଫଏସ 7 ଗ୍ରା ଏ ଆଇ ପ୍ରତି କିଲୋ ବିହନ । ଗହମ ଟର୍ମାଇଟ ବୁଣିବା ପୂର୍ବରୁ ବିହନକୁ ନିମ୍ନଲିଖିତ ମଧ୍ଯରୁ କୌଣସିୀ କୀଟନାଶକ ଦ୍ଵାରା ଉପଚାର କରନ୍ତୁ. । କ୍ଲୋରଫାଇରିଫୋ 4 ଏମଏଲ / କେଜି ବିହନ ବା ଏଣ୍ଡୋସଲଫାନ 7 ଏମଏଲ / କେଜି ବିହନ। ବିହନର ଡ୍ରେସିଂ ପାଇଁ ଧାତୁର ବିହନ ଡ୍ରେସର / ମାଟି ପାତ୍ର ବା ପଲିଥିନ ବ୍ୟାଗ୍ ବ୍ୟବହାର କରାଯାଏ । ବଣ୍ଟ / ଫଲସ ସ୍ମଟ / ଲୁଜ ସ୍ମଟ / କଭର୍ଡ ସ୍ମଟ ଥିରମ 75% ଡବଲୁପି କାର୍ବୋକ୍ସିନ 75 % ଡବଲୁପି ଟେବୁକୋନଜାଲ 2 ଡିଏସ 1.5ରୁ to 1.87 ଜିଏଆଇ ପ୍ରତି କିଲୋ ବିହନଟି ଭିରାଇଡ 1.15 % ଡବଲୁପି @ 4 ଗ୍ରା / କିଗ୍ରା . କ୍ରୁସିଫେରସ ପରିବା (କୋବି, ଫୁଲକୋବି,ବ୍ରୋକଲି, ମୂଳା ) ମାଟି / ବିହନ ଜନିତ ରୋଗ (ଦ୍ୟମ୍ପିଂଗ୍ ଅଫ ) ରୁଟ ନଟ ଏବଂ ନେମୋଟୋ଼ଡ 2 ଗ୍ରା / 100 ଗ୍ରା ବିହନ ଦରରେ ଟ୍ରାଇକୋଡର୍ମା ଭିରାଇଡ ଦ୍ଵାରା ବିହନ ଉପଚାର କାପ୍ଟେନ 75% ଡବଲୁଏସ 1.5 ରୁ 2.5 ଜି ଏ ଆଇ./ ଲିଟର ହାରରେ ମାଟିକୁ ଓଦା କରିବା ପାଇଁ ସୟୁଡୋମନାସ ଫ୍ଲୋରୋସେନ୍ସ ଏବଂ ଭର୍ଲିସିଲିଯମ କ୍ଲେମିଦୋସ୍ପରିଯମ 10ଗ୍ରା /କିଗ୍ରା ବିହନ ହାରରେ ବିହନ ଡ୍ରେସର ରୂପେ । -do- ଚଣା ବିଲ୍ଟ ଏବଂ ଡାମ୍ପିଂ ଅଫ 9 ଗ୍ରାମ / କିଗ୍ରା ବିହନ ଦରରେ ଟ୍ରାଇକୋଡର୍ମା ଭିରାଇଡ 1% ଡବଲୁପି ଦ୍ଵାରା ବିହନ ଉପଚାର । କାର୍ବେଣ୍ଡିଜମ ସହିତ କାର୍ବସଲଫନର ମିଶ୍ରଣ ଥିରମ ଯ଼ୁକ୍ତ କାର୍ବେଣ୍ଡିଜମ 0.2% ହାରରେ କାର୍ବସେଲଫନ ସହିତ 0.2% ହାରରେ 15-30 ମିଲି ଏ ଆଇ / କିଗ୍ରା ବିହନ ହାରରେ ବିହନର କ୍ଲୋରୋ ପାଇରିଫସ 20 ଇସି ଦ୍ଵାରା ଉପଚାର କରନ୍ତୁ । ଆଳୁ ମାଟି ଏ କନ୍ଦ ଜନିତ ରୋଗ ଷ୍ଟୋର କରିବା ପୂର୍ବରୁ 0.25 % ହାରରେ ଏମଇଏମସିର 3% ଡବଲୁଏସ ଦ୍ଵାରା ବା 3% ବୋରିକ ଏସିଡ ଦ୍ଵାରା 20 ମିନିଟ ପାଇଁ ବିହନ ଉପଚାର. ବାର୍ଲି ଲୁଜ ସ୍ମଟ କଭର୍ଡ ସ୍ମଟ ଲିଫ ଷ୍ଟ୍ରାଇପ ଟର୍ମାଇଟ କାର୍ବୋକ୍ସିନ 75% ଡବଲୁପି 4 ଏମଏଲ / କିଗ୍ରା ବିହନ ହାରରେ କ୍ଲୋରୋପାଇରୋଫୋସ ଦ୍ଵାରା ବିହନର ଉପଚାର କରନ୍ତୁ । ଥିରମ 75% ଡବଲୁପି 1.5ରୁ 1.87 ଗ୍ରାମ ଏଆଇ/ କେଜି ବିହନ ସିମଲା ମରିଚ ରୁଟ ନଟ ନେମାଟୋଡ ସଯୁଡୋମନାସ ଫ୍ଲୋରୋସେନ୍ସ 1% ଡବଲୁପି ପେନସଲିଲୋମାଇସିସ ଲିଲା ସିରିଅସ ଏବଂ ଭର୍ଟି ସିଲିଅମ କ୍ଲେମିଡୋସ୍ପୋରିଅମ 1% ଡବଲୁପି ପ୍ରତି 10 ଗ୍ରା/ କେଜି ବିହନ ଡ୍ରେସର ରୂପରେ . ସମ୍ବଳ : ଡିରେକ୍ଟୋରେଟ ଅଫ ପ୍ଲାଣ୍ଟ ପ୍ରଟେକ୍ସନ ,କ୍ଵାରାଣ୍ଟାଇନ ଓ ଷ୍ଟୋରେଜ ସମ୍ପର୍କିତ ସମ୍ବଳ ବିହନ ଉପଚାର ସଚେତନା ପୋଷ୍ଟର ବିହନ ଉପଚାର ଅଭିଯାନ ସିଡ ନେଟ ଇଣ୍ଡିଆ ପୋର୍ଟାଲ ହର୍ଟିକଲଚର ଭେରାଇଟି ଫ୍ରମ ତାମିଲନାଡୁ ଏଗ୍ରିକଲଚରାଲ ୟୁନିଭର୍ସିଟି ଆଧାର - କୃଷି ବିଭାଗ